Friday, March 20, 2026

  • 0
  • 326

ପଢ଼ନ୍ତୁ କେଦାର ଭାରତୀ ସାପ୍ତାହିକ ସାହିତ୍ୟ ପତ୍ରିକାର ସପ୍ତମ ବର୍ଷର ପ୍ରଥମ ତଥା ପ୍ରେମ ସ୍ବତନ୍ତ୍ର ସଂଖ୍ୟା ‘‘ପ୍ରେମ ଫର୍ଦ୍ଦ’’

କେଦାର ଭାରତୀ ସାପ୍ତାହିକ ସାହିତ୍ୟ ପତ୍ରିକାର ସପ୍ତମ ବର୍ଷର ପ୍ରଥମ ତଥା ପ୍ରେମ ସ୍ବତନ୍ତ୍ର ସଂଖ୍ୟା ‘‘ପ୍ରେମ ଫର୍ଦ୍ଦ’’


ପ୍ରକାଶ ପାଇଲା କେଦାର ଭାରତୀ ସାପ୍ତାହିକ ସାହିତ୍ୟ ପତ୍ରିକାର ସପ୍ତମ ବର୍ଷର ପ୍ରଥମ ତଥା ପ୍ରେମ ସ୍ବତନ୍ତ୍ର ସଂଖ୍ୟା ‘‘ପ୍ରେମ ଫର୍ଦ୍ଦ’’। ଏହି ସଂଖ୍ୟାଟି ପାଠକୀୟ ରୁଚି ଅନୁଯାୟୀ ଉପସ୍ଥାପନ କରାଯାଇଛି। ଏଥିରେ ଏକ ସୁନ୍ଦର ପ୍ରଚ୍ଛଦ ସାଙ୍ଗକୁ କବିତା,ଗଳ୍ପ ଓ ପ୍ରବନ୍ଧଗୁଡ଼ିକର ସୁନ୍ଦର ଅଳଙ୍କରଣ କରଯାଇଥିବା ବେଳେ ବି‌ଶେଷ କରି ଚିତ୍ରାଙ୍କନ ଓ କୁନି ମଡେଲ ଇତ୍ୟାଦିକୁ ସ୍ଥାନିତ କରାଯାଇଛି। ତେବେ ପତ୍ରିକାର ସ୍ୱତନ୍ତ୍ରତା ବଜାୟ ରଖିବା ପାଇଁ ଆମେ ଏଥିରେ ଜଳାଙ୍କ(ୱାଟର ମାର୍କ) ରଖିଛୁ। ଆଶା କରୁଛୁ ଏହି ସଂଖ୍ୟାଟି ପାଠକୀୟ କ୍ଷୁଧା ମେଣ୍ଟାଇବାରେ ସଫଳ ହେବ।

ନିମ୍ନଲିଖିତ ଲିଙ୍କରୁ ଆପଣମାନେ କେଦାର ଭାରତୀର ଷଷ୍ଠ ବର୍ଷ ସପ୍ତବିଂଶ ସଂଖ୍ୟା ପିଡ଼ିଏଫ ଡାଉନଲୋଡ଼ କରି ପଢ଼ି ପାରିବେ।

Kedar Bharati Weekly Magazine 1 pdf

ନିମ୍ନରେ ଦିଆଯାଇଥିବା ଫଟୋ ଗୁଡିକୁ ମଧ୍ୟ ଆପଣମାନେ ଡାଉନଲୋଡ଼ କରି ପାରିବ।



ସଂପାଦନା ମଣ୍ଡଳୀ:

କାର୍ତ୍ତିକ ଚନ୍ଦ୍ର ଦାସ (ମୁଖ୍ୟ ସମ୍ପାଦକ)

ସୁଶ୍ରୀ ନିବେଦିତା ମହାପାତ୍ର (କାର୍ଯ୍ୟନିର୍ବାହୀ ସମ୍ପାଦିକା)

ସମୀର ନାୟକ (କାର୍ଯ୍ୟନିର୍ବାହୀ ସମ୍ପାଦକ)

ରଘୁନାଥ ଖମାରି (କାର୍ଯ୍ୟନିର୍ବାହୀ ସମ୍ପାଦକ)

ଶିବଦୂତୀ ପାଣିଗ୍ରାହୀ (କାର୍ଯ୍ୟନିର୍ବାହୀ ସମ୍ପାଦିକା)

ଇନ୍ଦ୍ରଜିତ ନାୟକ (ସହ ସମ୍ପାଦକ)

ଶୁଭସ୍ମିତା ପ୍ରଧାନ (ସହ ସମ୍ପାଦିକା)

ପବିତ୍ର କୁମାର ଜେନା (ସହ ସମ୍ପାଦକ)

ଅନନ୍ୟା ପ୍ରଧାନ (ସହ ସମ୍ପାଦିକା)

ଉପଦେଷ୍ଟା: ଅରୁଣ କୁମାର ଦାସ

ରାଜ୍ୟ ସଂଯୋଜକ: ମିହିର କୁମାର ଦାଶ

ସହ ଉପଦେଷ୍ଟା: ଶରତ ଚନ୍ଦ୍ର ମହାନ୍ତ

ମାର୍ଗଦର୍ଶକ: ସତ୍ୟ ନାରାୟଣ ପ୍ରଧାନ

ରାଜ୍ୟ ସାଂଗଠନିକ ସମ୍ପାଦକ: ପ୍ରତାପ କେଶରୀ ବେହେରା

ରାଜ୍ୟ ସାଂଗଠନିକ ସମ୍ପାଦିକା: ଭବାନୀ ରାଜୁ

ରାଜ୍ୟ ସହ ସଂଯୋଜିକା:

ଅରୁପା ଜେନା         

ରାଜ୍ୟ ବିଜ୍ଞାପନ ସଂଯୋଜକ:ପିଙ୍କୁନା ‌ବେହେରା

ରାଜ୍ୟ ସହବିଜ୍ଞାପନ ସଂଯୋଜକ: ବିନୋଦ ବିହାରୀ ମଲ୍ଲିକ           


କୋଷାଧ୍ୟକ୍ଷା: ଜୟନ୍ତୀ ‌ବେହେରା

ପ୍ରକାଶିକା:ସ୍ମୃତିରେଖା ସାମନ୍ତରାୟ

ସୂଚନା: ଏଣିକି ପୂର୍ବ ଭଳି ପ୍ରତି ସପ୍ତାହର ରବିବାର ଦିନ ପ୍ରକାଶ ପାଉଛି ଆପଣମାନଙ୍କର ପ୍ରିୟ ସାହିତ୍ୟ ପତ୍ରିକା ‘‘କେଦାର ଭାରତୀ’’ର ସାପ୍ତାହିକ ସଂଖ୍ୟା। ପଢ଼ିବାକୁ ଭୁଲିବେ ନାହିଁ।


ଆମ ଠିକଣା:

ସମ୍ପାଦକ, ‘କେଦାର ଭାରତୀ’, ସେଣ୍ଟ୍ରାଲ ସ୍କୁଲ ଛକ, ଭୋଇସାହି, ବାଲେଶ୍ବର, ଓଡ଼ିଶା -୭୫୬୦୦୧

Email: [email protected]

Mob: 7008502899, 7008656152

-ଏଣିକି ପ୍ରତିଦିନ ଆମ ହ୍ଵାଟ୍ସଆପ ନମ୍ବର ୮୦୮୨୧୪୭୫୮୦ ଯୋଗେ ସ୍ୱରଚିତ କବିତା, ଗଳ୍ପ, ପ୍ରବନ୍ଧ, ଫୋଟୋଗ୍ରାଫି, ଚିତ୍ରାଙ୍କନ, କୁନି ମୋଡେଲ ପଠାଇ ପାରିବେ। ଏହା ପ୍ରକାଶ ପାଇବ।

-ଏବେ ବି ବାର୍ଷିକ ସଦସ୍ୟତା ପଞ୍ଜିକରଣ ପ୍ରକ୍ରିୟା ଚାଲୁ ରହିଛି। ଯେଉଁ କବି, ଲେଖକ ଓ ଫୋଟୋଗ୍ରାଫରମାନେ ଏଥିପ୍ରତି ଇଚ୍ଛା ପ୍ରକାଶ କରୁଛନ୍ତି ଆମକୁ ଯୋଗାଯୋଗ କରି ପାରିବେ।

-ଜନ୍ମଦିନ ଶୁଭେଚ୍ଛା, ବିବାହ ବାର୍ଷିକ ଶୁଭେଚ୍ଛା, ବ୍ରତୋପନୟନ, ଶୁଭେଚ୍ଛା ବାର୍ତ୍ତା, ଶ୍ରଦ୍ଧାଞ୍ଜଳି ଇତ୍ୟାଦି ବିଜ୍ଞାପନ ଦେବାକୁ ଚାହୁଁଥିଲେ ମଧ୍ୟ ଆମକୁ ଯୋଗାଯୋଗ କରି ପାରିବେ।


ଧନ୍ୟବାଦ

Post page ads

Our latest news

Leave an opinion

reditect_url