ପଢ଼ନ୍ତୁ କେଦାର ଭାରତୀ ସାପ୍ତାହିକ ସାହିତ୍ୟ ପତ୍ରିକାର ଷଷ୍ଠ ବର୍ଷର ଷଷ୍ଠ ସଂଖ୍ୟା

ପ୍ରକାଶ ପାଇଲା କେଦାର ଭାରତୀ ସାପ୍ତାହିକ ସାହିତ୍ୟ ପତ୍ରିକାର ଷଷ୍ଠ ବର୍ଷର ଷଷ୍ଠ ସଂଖ୍ୟା। ଏହି ସଂଖ୍ୟାଟି ପାଠକୀୟ ରୁଚି ଅନୁଯାୟୀ ଉପସ୍ଥାପନ କରାଯାଇଛି ଏଥିରେ କବିତା, ଗଳ୍ପ ଗୁଡିକର ସୁନ୍ଦର ଅଳଙ୍କରଣ କରା ଯାଇଥିବା ବେଳେ ଚିତ୍ରାଙ୍କନ ଓ କୁନି ମଡେଲକୁ ସ୍ଥାନିତ କରାଯାଇଛି। ତେବେ ପତ୍ରିକାର ସ୍ୱତନ୍ତ୍ରତା ବଜାୟ ରଖିବା ପାଇଁ ଆମେ ଏଥିରେ ଜଳାଙ୍କ (ୱାଟର ମାର୍କ ) ରଖିଛୁ। ଆଶା କରୁଛୁ ଏହି ସଂଖ୍ୟାଟି ପାଠକୀୟ କ୍ଷୁଧା ମେଣ୍ଟାଇବାରେ ସଫଳ ହେବ।
ନିମ୍ନଲିଖିତ ଲିଙ୍କରୁ ଆପଣମାନେ କେଦାର ଭାରତୀର ଷଷ୍ଠ ବର୍ଷ ଷଷ୍ଠ ସଂଖ୍ୟାର ପିଡ଼ିଏଫ ଡାଉନଲୋଡ଼ କରି ପଢ଼ି ପାରିବେ।
ନିମ୍ନରେ ଦିଆଯାଇଥିବା ଫଟୋ ଗୁଡିକୁ ମଧ୍ୟ ଆପଣମାନେ ଡାଉନଲୋଡ଼ କରି ପାରିବେ।
ଧନ୍ୟବାଦ