Friday, March 20, 2026

  • 0
  • 530

ପଢନ୍ତୁ ଦେବଜାନି ବେହେରାଙ୍କ ଦ୍ୱାରା ରଚିତ ଏକ ହୃଦୟସ୍ପର୍ଶୀ କବିତା "ସିନ୍ଦୂର"

-:ସିନ୍ଦୂର:-



ସିନ୍ଦୂର ଗୋ ତୁମେ ବଧୂର ଶିଥିରେ

ସ୍ୱର୍ଗୀୟ ପ୍ରଣୟ ଦାଗ

ପବିତ୍ର ବନ୍ଧନେ ପବିତ୍ର ଆତ୍ମାର

ଶାଶ୍ୱତ ପ୍ରେମର ରାଗ ।।


ତୁମ ସ୍ବୀକୃତି ରେ ଦୁଇ ତନୁ ମନ

ଜନ୍ମ ଜନ୍ମ ହୁଏ ସଙ୍ଗ

ମାନ ଅଭିମାନ ଉନ୍ମାଦ ରଚେ

ଇନ୍ଦ୍ରଧନୁର ସାତ ରଙ୍ଗ।।


ବୀରର ବୀରତ୍ୱ ଗାଥାକୁ ବଖାଳେ

ମଥାର ସିନ୍ଦୂର ଧାର

ଲାଲି ରଙ୍ଗର ମୂଲ୍ୟ ବୁଝି କି ପାରିବ

ଆତଙ୍କବାଦରେ ଲିପ୍ତ ଥିବା ନର ।।




ନାମ:- ଦେବଜାନି ବେହେରା

ସ୍ଥାନ:- ବାରିପଦା, ମୟୂରଭଞ୍ଜ

Post page ads

Our latest news

Leave an opinion

reditect_url